ମୋଦି ସରକାରଙ୍କ କରୋନା ମୁକାବିଲା ପାଇଁ ୯,୦୦୦ କୋଟିରୁ ଅଧିକ ଋଣ

ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କରୁ ଆଣିଲେ ଋଣ ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଚୀନ ପୁଞ୍ଜିରେ ଚାଲୁଥିବା ବେଜିଂସ୍ଥିତ ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ରୁ ଭାରତ ୯,୦୦୦ କୋଟିରୁ ଅଧିକ ଋଣ ନେଇଛି। ଏ ନେଇ ସୋମବାର କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ସ୍କ୍ରଲ୍’ ଏହି ଖବର ପ୍ରକାଶ କରିଛି। ଲୋକସଭାରେ ବିଜେପି ସାଂସଦ ସୁନୀଲ କୁମାର ସିଂ ଏବଂ ପିପି ଚୌଧୁରୀଙ୍କ … Continue reading ମୋଦି ସରକାରଙ୍କ କରୋନା ମୁକାବିଲା ପାଇଁ ୯,୦୦୦ କୋଟିରୁ ଅଧିକ ଋଣ